Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡିଲେ ଦଳର ୪୦ ବର୍ଷ ପୁରୁଣା ନେତା ଦୁର୍ଗାଶଙ୍କର ।

1 min read

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରାଜନୀତି ରେ ଯିବା ଆସିବା ପର୍ବ ଚାଲିଥିବା ବେଳେ ଗତକାଲି ସନ୍ଧ୍ୟା ରେ କଂଗ୍ରେସ ର ଜଣେ ପୁରୁଖା ନେତା, ସଂଗଠକ ଏବଂ ତୃଣ ମୂଳ ସ୍ଥରରେ ତାଙ୍କର ବେଶ ସଂଗଠନ ରହିଥିବା କର୍ମୀ ଶ୍ରୀ ଦୁର୍ଗା ଶଙ୍କର ବାଗ କଂଗ୍ରେସ ପ୍ରାଥମିକ ସଦସ୍ୟତା ରୁ ଇସ୍ତଫା ଦେଇଛନ୍ତି ।

ସେ ଦୀର୍ଘ ୪୦ ବର୍ଷ କାଳ କଂଗ୍ରେସ ସହିତ ଜଡ଼ିତ ଥିଲେ କିନ୍ତୁ ଆଜି ସେ କଂଗ୍ରେସ ପାଇଁ ଅଲୋଡ଼ା ହୋଇ ଗଲେ କଂଗ୍ରେସ ର କୋଣ ଠେସା ପାଇଁ ଆଜି ସେ ଇସ୍ତଫା ଦେଇଛନ୍ତି । ସେ ବାହାରି ଯିବା ଫଳରେ ରେଙ୍ଗାଲି ଅଂଚଳ ରେ କଂଗ୍ରେସ କୁ ବଡ଼ ଝଟକା ଲାଗିଛି । ଆଗାମୀ ଦିନରେ ଯଦି କଂଗ୍ରେସ ଏଭଳି ସଂଗଠକ ମାନଙ୍କୁ ହରାଇବ ତାହେଲେ ଏହାର ପ୍ରଭାବ ଭୋଟ ରେ ପଡ଼ିବ ।ଏବଂ ସେ ଯେଉଁ ରଣନୀତି ପ୍ରସ୍ତୁତ କରୁଛି ତାହାର ଓଲଟା ପ୍ରଭାବ ପଡ଼ିବା

Advertisement

Leave a Reply

Your email address will not be published. Required fields are marked *