Pratidin TV

Odisha's Digital News Platform

ଯୋଗାଣ ମନ୍ତ୍ରୀଙ୍କ ବଡ ଘୋଷଣା , ଭିନ୍ନକ୍ଷମ ଘରେ ପାଇବେ କଣ୍ଟ୍ରୋଲ ଚାଉଳ …

1 min read

ଭୁବନେଶ୍ୱର ; ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବଡ ଘୋଷଣା । ଭିନ୍ନକ୍ଷମଙ୍କୁ ଘରେ ମିଳିବ କଣ୍ଟ୍ରୋଲ ଚାଉଳ । ଯେଉଁମାନେ ଡିଲରଙ୍କ ପାଖକୁ ଆସି ଚାଉଳ ନେଇପାରୁନାହନ୍ତି ସେମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଜାଣନ୍ତୁ କେମିତି ପାଇବେ ଚାଉଳ ?

Advertisement

Leave a Reply

Your email address will not be published. Required fields are marked *