Pratidin TV

Odisha's Digital News Platform

ପୋଲିସ ବାବୁ ଦୋଷ କଲେ ଦଣ୍ଡ ନାହିଁ କହି ତାତିଲେ କଂଗ୍ରେସ କର୍ମୀ , ମୁଖ୍ୟମନ୍ତ୍ରୀଙ୍କ ଘରକୁ ପକାଇଲେ ଟମାଟୋ

1 min read

ଭରତପୁର ଘଟଣାରେ ତାତିଲେ କଂଗ୍ରେସ କର୍ମୀ କହିଲେ ନାରୀଙ୍କୁ ସୁଭଦ୍ରା ସହ ତୁଳନା କରୁଛ ଆଉ ଥାନାକୁ ଗଲେ ଦୁର୍ବ୍ୟବହାର । ୟେ କେଉଁ ପ୍ରକାରର ସଶକ୍ତିକରଣ ?

ଆଜି ଭରତପୁର ଥାନା କାଣ୍ଡ ପ୍ରତିବାଦରେ କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ ମାଡ଼ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସୁରକ୍ଷା ଦେବା ପାଇଁ ବ୍ୟାରିକେଡ କରିଥିବା ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ ହୋଇଛି। ବ୍ୟାରିକେଡ ଉପରେ ଚଢ଼ି ଆଗକୁ ଯିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ କରିଥିବା ବେଳେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଛି।

Advertisement

Leave a Reply

Your email address will not be published. Required fields are marked *