Pratidin TV

Odisha's Digital News Platform

ସୁଭଦ୍ରା ଯୋଜନା ନାଁରେ ର୍ଦୁନୀତିକୁ ନେଇ ତାତିଲେ ଉପମୁଖ୍ୟମନ୍ତ୍ରୀ , କହିଲେ ଯିଏ ଟଙ୍କା ମାଗୁଛି ଅଭିଯୋଗ କର …

1 min read

ସୁଭଦ୍ରା ଯୋଜନାରେ ମହାର୍ଦୁନୀତିକୁ ନେଇ ତାତିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । କହିଲେ ସରକାର ସବୁ ମାଗଣା କରାଯାଉଛନ୍ତି । ଆଉ ଅପେକ୍ଷା କରନ୍ତୁ ଏହି ଯୋଜନାର କୌଣସି ନିଦ୍ଦିଷ୍ଟ ତାରିଖ ନାହିଁ ଆପଣ ଆରମରେ ଏହାକୁ ଯେଉଁ ସମୟରେ ପଞ୍ଜିକୃତ କରିପାରିବେ । ଅଯଥା ଜନସେବା କେନ୍ଦ୍ରରେ ଭିଡ ନଜମାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହା ଛଡା ସୁଭଦ୍ରାଯୋଜନା ନାଁରେ ଯଦି କୌଣସି ପୋଷ୍ଟାଲ କିମ୍ବା ଜନ ସେବା କେନ୍ଦ୍ରରେ ଆପଣଙ୍କୁ ଟଙ୍କା ମଗାଯାଉଛି ତେବେ ଆପଣ ଆମ ଟୋଲଫ୍ରି ନଂରେ ଅଭିଯୋଗ କରିପାରିବେ ।
ଟୋଲଫ୍ରି ନଂ -୧୪୬୭୮

Leave a Reply

Your email address will not be published. Required fields are marked *