Pratidin TV

Odisha's Digital News Platform

ପାହାଡ ମଝିରେ ଫଶିଥିଲା ହାତୀ; ଏପରି ହେଲା ଉଦ୍ଧାର, ଭିଡ଼ିଓ ଭାଇରାଲ

1 min read

ପାହାଡ଼ ମଝିରେ ଫସିଲା ହାତୀ | ଅଳ୍ପ ସ୍ଥାନରେ ମଧ୍ୟ ହାତୀ ସେଠାରେ ଛିଡା ହୋଇ ରହିଥିଲା | ଅଳ୍ପକେ ବର୍ତ୍ତିଗଲା ହାତୀ | ହାତୀକୁ ବଞ୍ଚାଇବା ପାଇଁ ଆସିଥିଲା କ୍ରେନ | ତେବେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ପ୍ରଶ୍ନ ହେଉଛି ଯେ ଶରଥକୁ ହାତୀଟି ଗଲା କେମିତି ? ଏହା ସ୍ପଷ୍ଟ ନାହିଁ |

ସୂଚନା ଅନୁଯାୟୀ, ପାହାଡ ମଝିରେ ଫଶି ଯାଇଥିଲା ହାତୀ। କେମିତି ସେଠାରୁ ମୁକୁଳିବ କିଛି ଜାଣିପାରୁନଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟିକୁ ଭଲ ଭାବରେ ଦେଖନ୍ତୁ। କିଭଳି ହାତୀଟି ପାହାଡ ମଝିରେ ଫଶିଯାଇଛି। କିଛି ଲୋକ ଦେଖିବାକୁ ପରେ କ୍ରେନ ସାହାଯ୍ୟରେ ତାକୁ ଉଦ୍ଧାର କରିଥିଲେ। ହେଲେ ହାତୀଟି ସେଠାକୁ କିପରି ଗଲା ତାହାକୁ ନେଇ ୟୁଜର୍ସମାନେ ସୋସିଆଲ ମିଡ଼ିଆରେ ପ୍ରଶ୍ନ କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *