Pratidin TV

Odisha's Digital News Platform

ପଞ୍ଚମ ଦିନରେ ଚାଷୀଙ୍କ ଆମରଣ ଅନଶନ , ଚାଷୀଙ୍କ ଋଣ ଟଙ୍କା ଓ ଛାଡ଼ ଟଙ୍କା ଆତ୍ମସାତ କଲେ ସମ୍ପାଦକ…

1 min read

କେନ୍ଦ୍ରାପଡ଼ା ; ବରୁଣା ସମବାୟ ସମିତି ସମ୍ପାଦକ ଚାଷୀଙ୍କ ଋଣ ଟଙ୍କା ଓ ଛାଡ଼ ଟଙ୍କା ଆତ୍ମସାତ କୁ ନେଇ ଆଜକୁ ପାଞ୍ଚ ଦିନ ହେବ ରାଜକନିକା କଟକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ସମୁଖରେ ଆମରଣ ଅନଶନ ରେ ଥିବା ଚାଷୀଙ୍କୁ ଭେଟି ଆମରଣ ଅନଶନକୁ ପ୍ରତ୍ୟାହାର କରିବାକୁ ଆସିଥିବା କଟକ ସେଣ୍ଟ୍ରାଲ କୋଅପରେଟିଭ ceo ଅନନ୍ତ କୁମାର ସାମଲ arcs ଯୋଗେନ୍ଦ୍ର ନାଥ ବିଶ୍ୱାଳ ଓ ଇନକ୍ଵରୀ ଅଫିସର ଦୁର୍ଗା ମାଧବ ନନ୍ଦ ନିରାଶ ହୋଇ ଫେରିଗଲେ ।

ଅନଶନରେ ବସିଥିବା ଚାଷୀଙ୍କ ହକ ଅଧିକାରୀଙ୍କୁ କହିବାରୁ ତଦନ୍ତ ଆଳରେ ଖସାଇବାକୁ ପ୍ରୟାସ ସେପଟେ ନିଜର ଦାବୀରୁ ଓହରୁ ନାହାନ୍ତି ଚାଷୀ ଯେ ପର୍ଯ୍ୟନ୍ତ ଚାଷୀଙ୍କୁ ନ୍ୟାୟ ନ ମିଳିଛି ଏ ଅନଶନ ଜାରି ରହିବ ବୋଲି ଚାଷୀ କହିଛନ୍ତି ।

Leave a Reply

Your email address will not be published. Required fields are marked *