Pratidin TV

Odisha's Digital News Platform

ସରକାର ନେଲେ ବଡ଼ ନିଷ୍ପତ୍ତି , ସାରା ରାଜ୍ୟରେ ବଡ ମନ୍ଦିରର ପ୍ରସାଦ ହେବ ଯାଞ୍ଚ ..

1 min read

ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି। ଏହି ମାମଲା ଆଦଲତାରେ ମଧ୍ୟ ପହଞ୍ଚିଛି। ତେବେ ଏହାରି ଭିତରେ ରାଜସ୍ଥାନ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି ନେଇଛନ୍ତି।

ରାଜସ୍ଥାନ ସରକାର ରାଜ୍ୟର ବଡ ମନ୍ଦିରଗୁଡ଼ିକର ପ୍ରସାଦ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ଅନୁଯାୟୀ ରାଜସ୍ଥାନର ବଡ ମନ୍ଦିରଗୁଡିକର ପ୍ରସାଦ ପରୀକ୍ଷା କରାଯିବ। ମନ୍ଦିରର ପ୍ରସାଦ ଅନୁସନ୍ଧାନ କରିବାକୁ ଭଜନଲାଲ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏହି ଅନୁସନ୍ଧାନ 23 ରୁ 26 ସେପ୍ଟେମ୍ବର ମଧ୍ୟରେ ଶେଷ ହେବ। 14 ଟି ମନ୍ଦିରର ପ୍ରମାଣପତ୍ର ଅଛି ।   ଆଦେଶ ପରେ, ବର୍ତ୍ତମାନ ବଡ ମନ୍ଦିରର ପ୍ରସାଦର ମାନ ଯାଞ୍ଚ କରିବାର ଅଭିଯାନ ଆରମ୍ଭ ହେବ ।

Advertisement

Leave a Reply

Your email address will not be published. Required fields are marked *