Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟିଲା ମିଲ୍କ-ମୋ କ୍ଷୀର ଗାଡି ।

1 min read

ଖୋର୍ଦ୍ଧା : ବାଲିପାଟଣା ଥାନା ଆଇତଳଙ୍ଗ ତିଆଡି ସାହି ନିକଟରେ ଆଜି ଭୋର ସମୟରେ ଭାରସାମ୍ୟ ହରାଇ ମିଲ୍କ ମୁ କ୍ଷୀର ଗାଡ଼ି(ଓଡ଼ି ୦୨ ଏକ୍ସ ୪୪୮୪) ପୋଖରୀ ଭିତରକୁ ପଶିଯାଇଛି ।

ନିମାପଡ଼ା ରୁ ଅଠାନ୍ତର ଅଭିମୁଖେ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ । ସ୍ଥାନୀୟ ଲୋକଙ୍କ ଠାରୁ ଦମକଳ ବାହିନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *