Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀ ନିଜ ଗୋଡରେ କୁରାଢି ମାରିଛନ୍ତି । ସାଧାରଣ ସଭାରେ ସୁପ୍ରିମୋଙ୍କ ନାଁରେ ଏଭଳି କହିଲେ…..

ନବୀନ ବାବୁ ୨୪ ବର୍ଷର ମୁଖ୍ୟମନ୍ତ୍ରୀ , ମୋଦି ଜି ସାଧାରଣ ସଭାରେ ତାଙ୍କୁ ଏଭଳି କହିବା ଆଦୈ ଠିକ୍ ହେଲାନି । ଏଭଳି କରିବା ମୁର୍ଖାମୀ ବା ନିଜ ଗୋଡରେ ବିଜେପି କୁରାଢି ମାରିବା ସହ ସମାନ । ମୁଖ୍ୟମନ୍ତ୍ରୀଙ୍କ ବାର୍ଦ୍ଧକ୍ୟତା କାରଣରୁ ସ୍ୱାସ୍ଥ୍ୟ ବସ୍ଥାରେ କୌଣସି ସମସ୍ୟା ଥାଇପାରେ କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କେନ୍ଦ୍ରୀତ କରି କଥା କହିବା ତାଙ୍କର ଆଦୈ ଠିକ୍ ହେଲା ନାହିଁ ।

Leave a Reply

Your email address will not be published. Required fields are marked *