Pratidin TV

Odisha's Digital News Platform

ରାଜଧାନୀରେ ଘର ମାଲିକଙ୍କୁ ବିଭତ୍ସ ହତ୍ୟା କଲା ଭଡାଟିଆ !

ଭୁବନେଶ୍ୱର ; ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଘର ମାଲିକକୁ ହତ୍ୟା କଲା ଭଡାଟିଆ । ତମାଣ୍ଡୋ ଥାନା ସିଭି ରମଣ କଲେଜ ପାଖରେ ଏହି ହତ୍ୟାକାଣ୍ଡ ଘଟିଛି । ରାସ୍ତା ଉପରୁ ମୃତଦେହ ଜବତ କଲା ପୋଲିସ୍ । ମୃତକ ସୁଶାନ୍ତ ଶତପଥି ବୋଲି ସୂଚନା ମିଳିଛି ।

ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି । ଜଣେ ୩୫ ବର୍ଷୀୟ ଯୁବକ ତାଙ୍କ ପାଖରେ ଭଡାରେ ରହୁଥିଲରେ । ସେ ଏହି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *