Pratidin TV

Odisha's Digital News Platform

ଅନ୍ଧାର ହେଲାଣି ଆକାଶ , ବଦଳିଲା ପାଗ ..

1 min read

ଅନ୍ଧାର ହେଲାଣୀ ରାଜଧାନୀ । କଳା ବାଦଲରେ ଘୋଟିଆସିଲାନି କଳାମେଘ । ଦାନାର ପ୍ରଭାବ ସାରା ଓଡିଶାରେ ଦେଖାଦେଲାଣି ।

ଭିତରକନିକା -ଧାମରା ଭିତରେ ଲ୍ୟାଣ୍ଡଫଳ କରିବ ଦାନା ।ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା । ଲ୍ୟାଣ୍ଡଫଲର ପ୍ରଭାବ ୨ ଘଣ୍ଟା ଯାଏ ରହିବ । ଏହି ସମୟରେ ୧୨୦ କିଲୋମିଟର ଯାଏଁ ବହିପାରେ ପବନର ବେଗ । ଦାନା ବର୍ତ୍ତମାନ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି । ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା । ତେବେ ଜଗତସିଂହପୁର,କେନ୍ଦ୍ରାପଡା ,ଭଦ୍ରକ,ବାଲେଶ୍ୱରରେ ଏହାର ଅଧିକ ପ୍ରଭାବ ଦେଖାଦେବ । ଓଡିଶାରେ ୨୫ ଯାଏଁ ଦାନାର ପ୍ରଭାବ ରହିବ ଆଉ ୨୬ ରୁ ଏହାର ପ୍ରଭାବ କମିବ ।

Advertisement

Leave a Reply

Your email address will not be published. Required fields are marked *