ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ଲାଗିଥିବା ” 5T ” କୁ ହଟାଇଲେ ରାଜ୍ୟ ସରକାର ।
1 min readବଦଳିଲା ଦଳ ବଦଳିଲା ରାଜନୀତି । ପୂର୍ବରୁ ଅନେକ ଯୋଜନାକୁ ରୂପାନ୍ତରିକରଣ କରାଯାଇଥିବା ବେଳେ ଏବେ ସରକାରୀ କର୍ମଚାରୀଙ୍କ ପଦୋନ୍ନତିକ୍ଷେତ୍ରରେ ଲାଗିଥିବା ” 5T ” କୁ ହଟାଇଛନ୍ତି ରାଜ୍ୟ ସରକାର ।
ଆଜି ଫାଇଭ୍ -ଟି ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍ରୁ ହଟିଲା ଫାଇଭ୍ -ଟି ଚାର୍ଟର । ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ହଟାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।