ଅନୁଭବଙ୍କ ଦୁଃଖରେ ସାମିଲ ଆଜି ପୁରା ଓଲିଉଡ୍ ।
1 min readଭୁବନେଶ୍ୱର ; ୧୧ ଦିନ ହୋଇଗଲା ନାହାନ୍ତି ଅଭୟ ମହାନ୍ତି ,ହେଲେ ତାଙ୍କ କଟକ ସ୍ଥିତ ଘରେ ପହଞ୍ଚିପରିବାରକୁ ସମବେଦନା ଜଣାଇଛି ପୁରା ଓଲିଉଡ୍ ସହ ଯାତ୍ରାଜଗତ । ପୂରୁଣା କଳାକାର ମାନେ ନିଜ ମୁହଁରେ ବଖାଣିଛନ୍ତି ଅନୁଭବଙ୍କ ବାପାଙ୍କ ମହାନ ଗୁଣ । କିପରି ସେ ସବୁ କଳାକାରଙ୍କୁ ନିଜ ପୁଅ ଝିଅ ଭଳି ସ୍ନେହ ଦେଇଥିଲେ । ଘରକୁ ଡାକି ଅଭଡା ଖୁଆଇଥିଲେ । ସେ ମଣିଷ ତିଆରି କାରଖାନା ଥିଲେ ବୋଲି ଅନେକ କଳାକାର ନିଜ ମନ୍ତବ୍ୟ ଦେଇଛନ୍ତି ।