ରାତି ଅଧରେ ମା’ଜାଗୁଳେଇଙ୍କ ଦେହରୁ ଖୋଲିନେଲେ ସୁନା ଗହଣା , ସିସିଟିଭିରେ କଏଦ୍ ହେଲା ଚୋରୀ ସମସ୍ତ ଦୃଶ୍ୟ…
1 min readଭୁବନେଶ୍ୱର ; ଛାଡିଲେନି ମା’ଙ୍କୁ , ମା ଜାଗୁଳେଇ ମନ୍ଦିରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । ମଙ୍ଗଳବାର ବିଳମ୍ବିତ ରାତିରେ ମା ଙ୍କୁ ପିନ୍ଦାଯାଇଥିବ ସୁନା ଅଳଂକାର ଚୋରୀ ହେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ମଞ୍ଜେଶ୍ୱର ଜାଗୁଳେଇ ମନ୍ଦିରରେ ଘଟିଛି ।
ତେବେ ଚୋରୀ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିବା ଜଣାପଡିଛି । ତେବେ ୩ ଜଣ ଯୁବକ ଏହି ସକ୍ତୃକ୍ତ ଲୁଟରେ ସାମିଲ ଥିଲା ଜଣାପଡିଛି । ସିସିଟିଭି ଆଧାରରେ ମେ’ଶ୍ୱର ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।