Pratidin TV

Odisha's Digital News Platform

ବିଜେଡି ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା , ଆସିଲା ୯ ବିଧାସଭା ପ୍ରାର୍ଥୀଙ୍କ ନାମ..

1 min read

ଆସିଲା ବିଜେଡି ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ ମାଧ୍ୟମରେ ଗଣମାଧ୍ୟମକୁ ବିଧାନସଭା ର ତୃତୀୟ ପର୍ଯ୍ୟାୟ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି ।

ଘୋଷଣା ହୋଇଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ରେଙ୍ଗାଲିରୁ ସୁଦର୍ଶନ ହରିପାଳ , ରାଉରକେଲ ଶାରଦା ପ୍ରସାଦ ନାୟକ , ବୀରମିତ୍ରପୁର ରୋହିତ ଜୋଶେଫ ତିର୍କୀ , କେଉଁଝର ମିନା ମାଝୀ , ରାଇରଙ୍ଗପୁର ରାଇଶିନ ମୁର୍ମୁ , ବାଲେଶ୍ୱର ସ୍ୱରୁପ ଦାଶ , ବାରବାଟୀ –କଟକ ପ୍ରକାସ ବେହେରା , ସାଲିପୁର ପ୍ରଶାନ୍ତ ବେହେରା , ଜୟଦେବ ନବକିଶୋର ମଲ୍ଲିକ । ଏହି ୮ ଜଣଙ୍କ ନାମ ଘୋଷଣା କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *