Pratidin TV

Odisha's Digital News Platform

ଭାରତର ରହିଛି ଏଭଳି ଏକ ମନ୍ଦିର ଯାହା ବିନା ଜଳେର ଘିେଅର କରାଯାଇଛି ନିମିର୍ତ..

ଭାରତରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠି ନିର୍ମାଣ ଏକ ଭିନ୍ନ ମନ୍ଦିର । କହିବାକୁ ଗଲେ ଯେତେବେଳେ କୌଣସି ସ୍ଥାନରେ କିଛି ନିର୍ମାଣ କାର୍ଯ୍ୟ କରାଯାଏ, ପ୍ରଥମେ ସେଠାରେ ଭିତ୍ତିପ୍ରସ୍ତର ପଡିଥାଏ । ପଥର କଂକ୍ରିଟ୍ ମିଶ୍ରଣ ଇତ୍ୟାଦି ମିଶାଇ ଏହାକୁ ପାଣିରେ ମିଶାଇ ଭିତ୍ତିଭୂମି ପୂରଣ କରିବାର କାର୍ଯ୍ୟ ସମାପ୍ତ ହୁଏ । କିନ୍ତୁ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠି ଜଳର ବ୍ୟବହାର କରାଯାଇ ନାହିଁ । ତେବେ ଜଳ ବଦଳରେ ଯାହାକୁ ବ୍ୟବହାର କରାଯାଇଛି ତାହା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇ ଯିବେ । ଏଭଳି ଏକ ମନ୍ଦିର ଯାହା ମୂଳ ଜଳ ମିଶ୍ରିତ ହୋଇନଥିଲା ବରଂ ଚାଳିଶ ହଜାର କିଲୋ ଗ୍ରାମ ଘିଅର ବ୍ୟବହାର କରାଯାଇଥିଲା । ଏହି ଐତିହାସିକ ମନ୍ଦିର ଦେଖିବାକୁ ପ୍ରତିବର୍ଷ ହଜାର ହଜାର ଲୋକ ଆସନ୍ତି । ଏହି ମନ୍ଦିର ଭାରତରେ ରହିଛି । ଯାହାକୁ ଦେଖିବାକୁ କେବଳ ଭାରତ ନୁହେଁ ବିଦେଶରୁ ଲୋକମୋନ ମଧ୍ୟ ଆସିଥାନ୍ତି ।
ଆପଣ ଜାଣିଛନ୍ତି କି ମନ୍ଦିର ବିଷୟରେ ?
ଭାଣ୍ଡାଶାହ ଜୈନ ମନ୍ଦିର ରାଜସ୍ଥାନର ବିକାନେରରେସାରା ବିଶ୍ୱରେ ବହୁତ ପ୍ରସିଦ୍ଧ । ଏହି ମନ୍ଦିର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହାର ମୂଳଦୁଆ । କୁହାଯାଏ ଯେ ଏହି ମନ୍ଦିରର ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରାୟ ୪୦ ହଜାର କିଲୋଗ୍ରାମ ଘିଅ ବ୍ୟବହାର କରାଯାଇଥିଲା । ଏହି ମନ୍ଦିର ଦେଖିବାକୁ ପ୍ରତିଦିନ ଭାରତର ଅନ୍ୟାନ୍ୟ ସ୍ଥାନରୁ ବହୁ ସଂଖ୍ୟରେ ପର୍ଯ୍ୟଟକ ଆସନ୍ତି । ଏହି ମନ୍ଦିରର ମହାନତା ଦେଖିବା ପେର ଏଠାକୁ ଆସୁଥିବା ପର୍ଯ୍ୟଟକମୋନ ଫେଟା ନ ଉଠାଇ ରହିପାରେିବ ନାହିଁ । ଏହା ସହିତ, ଏହି ମନ୍ଦିର ଦେଖିବା ପାଇଁ ବେିଦଶରୁ ଲୋକମାନଙ୍କର କ୍ରମାଗତ ଭାବେ ଭିଡ଼ ଲାଗିଥାଏ । ମନ୍ଦିରର ଇତିହାସ ପ୍ରାୟ ୫ ଶତାବ୍ଦୀ ପୁରୁଣା ବୋଲି କୁହାଯାଏ । ୧୪୬୮ ମସିହୋର ଭାଣ୍ଡାଶାହା ନାମକ ଜଣେ ବ୍ୟବସାୟୀ ଏହାକୁ ନିର୍ମାଣ କରିବା ଆରମ୍ଭ କରିଥିଲେ । ଭାଣ୍ଡାଶାହାଙ୍କ ମୃତ୍ୟୁ ପରେ ଅବଶିଷ୍ଟ ମନ୍ଦିରର ନିର୍ମାଣ ତାଙ୍କ ଝିଅ ଦ୍ୱାରା ୧୫୪୧ ମସିହାରେ ଶେଷ ହୋଇଥିଲା । ଏହି ମନ୍ଦିରକୁ ଭାଣ୍ଡାଶାହ ନାମରେ ନାମିତ କରାଗଲା କାରଣ ଏହା ଭାଣ୍ଡାଶାହ ଜୈନଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

Leave a Reply

Your email address will not be published. Required fields are marked *