Pratidin TV

Odisha's Digital News Platform

ଏଥର ୪ ଦିନ ପାଳିବେ ପଞ୍ଚୁକ ।

1 min read

ଏଥର କାର୍ତ୍ତିକ ମାସର ୫ ଦିନ ପଞ୍ଚୁକ ବଦଳରେ ୪ ଦିନ ପଡୁଛି । ପଞ୍ଚୁକ ବ୍ରତ। ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ ।

ସେପଟେ ୧୨ରୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । ଧର୍ମମାସ ପାଇଁ ଶ୍ରୀକ୍ଷେତ୍ରରେ ଜମୁଛି ବ୍ରତଧାରୀଙ୍କ ଭିଡ଼ । ସୁରକ୍ଷା ସହ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଦୀର୍ଘ ବର୍ଷ ପରେ ୫ଦିନ ବଦଳରେ ୪ଦିନ ପଡୁଛି ପଞ୍ଚୁକ ବ୍ରତ ।

Advertisement

Leave a Reply

Your email address will not be published. Required fields are marked *