ଆଜି ଅପରାହ୍ନଣ ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା
1 min readଭୁବନେଶ୍ୱର :କୋଭିଡ ର ଦିନକୁ ଦିନ ଲମ୍ବ ଡିଆଁରେ ଭୟଭୀତ ହୋଇପଡିଛନ୍ତି ରାଜ୍ୟସରକାର । ଏନେଇ ଆଜି ଅପରାହ୍ନରେ କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ତେବେ ଗତ ୨୪ ଷଣ୍ଟାରେ ରାଜ୍ୟରେ ଦୈନିକ ସଂକ୍ରମଣ ୮୦୦ ଟପିଥିବାରୁ ଆଗ ପରିସ୍ଥିତି ଯେପରି ନଉପୁଜୁ ଏନେଇ ବସିବ ବୈଠକ ।
ତେବେ ଆଜି ଅପରାହ୍ନ ୫.୩୦ ରେ କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନ,ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ବହୁ ବରିଷ୍ଠ ଅଧିକାରୀ ଏହି ସମୀକ୍ଷାରେ ଅଂଶଗ୍ରହଣ କରିବେ ।