Pratidin TV

Odisha's Digital News Platform

ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ମହାବାହୁ , ଆଜିଠୁ ମିଳିବ ନୀଳାଚଳ ଅବଢା ।

ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରା । ରାଜରାଜେଶ୍ୱର ବେଶରେ ଦର୍ଶନ ଦେବା ପରେ ଗତ ଗୁରୁବାର ଅଧରପଣା ଗ୍ରହଣ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ଗତକାଲି ଭକ୍ତଙ୍କଠାରୁ ରସଗୋଲା ଓ ଚୁଡ଼ାଘଷା ଭୋଗ ଖାଇବା ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ମହାପ୍ରଭୁ।

ତେବେ ଦୀର୍ଘ ୧୩ ଦିନ ପରେ ବାହାରିବ ନୀଳାଚଳ ଅବଢା। ଆଜି ନୀଳାଚଳ ଅବଢା ପାଇବାକୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦ। ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।

Leave a Reply

Your email address will not be published. Required fields are marked *