Pratidin TV

Odisha's Digital News Platform

ଲାଇନଚ୍ୟୁତ ହେଲା ଜମ୍ମୁ-ତଓି୍ୱ ଏକ୍ସେପ୍ରସ୍ ….

1 min read

ସମ୍ବଲପୁର ; ବୁଧବାର ବିଳମ୍ୱିତ ରାତିରେ ସମ୍ବଲପୁର ରେଳଷ୍ଟେସନର ୱାସିଙ୍ଗ ପଏଣ୍ଟ ଠାରେ ସମ୍ବଲପୁର ଜମ୍ମୁତାୱି ଟ୍ରେନର ଏକ ବଗି ଲାଇନଚ୍ୟୁତ ହୋଇଛି ।

ସୁଚନା ଅନୁସାରେ ସମ୍ବଲପୁର ଜମ୍ମୁତାୱି ଏକ୍ସପ୍ରେସ ଟ୍ରେନଟି ସମସ୍ତ ଯାତ୍ରୀଙ୍କୁ ସମ୍ବଲପୁର ରେଳଷ୍ଟେସନ ରେ ଓଲ୍ଲାଇବା ପରେ କେବଳ ଖାଲି ଟ୍ରେନକୁ ସଫେଇ କାର୍ଯ୍ୟ ହେବା ପାଇଁ ରେଳଷ୍ଟେସନ ର ୱାସିଙ୍ଗ ପଏଣ୍ଟକୁ ଯାଉଥିବା ବେଳେ ଟ୍ରେନର ଏକ ବଗି ଲାଇନଚ୍ୟୁତ ହୋଇଛି । ତେବେ ଏହି ଘଟଣା ପରେ ବଗି ଲାଇନଚ୍ୟୁତ ଘଟଣା ସ୍ଥଳରେ ସମ୍ବଲପୁର ରେଲ ବିଭାଗର ବୈଷୟିକ ଟିମ ପହଞ୍ଚି ଲାଇନଚ୍ୟୁତ ହୋଇଥିବା ବଗିକୁ ଟ୍ରାକକୁ ଆଣିବା କାର୍ଯ୍ୟ ଆରମ୍ଭ କରାଯାଇଥିବା ନେଇ ସୁଚନା ମିଲିଛି ।

Advertisement

ଏହି ଘଟଣା ଟି ବିଳମ୍ବିତ ରାତିରେ ୱାସିଙ୍ଗ ପଏଣ୍ଟ ହୋଇଥିବାରୁ ଏଥିପାଇଁ କୌଣଷି ଟ୍ରେନ ଯାତାୟତ ବାଧାପ୍ରାପ୍ତ ହୋଇନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *