Pratidin TV

Odisha's Digital News Platform

କମ୍ ବଜେଟ୍ ରେ ବିଦେଶ ବୁଲନ୍ତୁ, ନୂଆ ଅଫର୍ ଆସିଛି।

1 min read
Travel abroad on a low budget, new offers have arrived.

Travel abroad on a low budget, new offers have arrived.

ବୁଲାବୁଲି କରିବାକୁ କିଏ ଭଲ ନ ପାଏ ? ପାର୍ବଣ ଋତୁ ଆସିଲେ ଆରମ୍ଭ ହୋଇଯାଏ ପ୍ଲାନିଂ ସେ ଅନୁସାରେ ଆରମ୍ଭ ହୋଇଯାଏ କୁଆଡେ ଯିବେ, କିଏ କିଏ ଯିବେ ଆଉ ବଜେଟ୍ କଣ ରହିବ ? ଆରମ୍ଭ ହୋଇଯାଏ ଇଣ୍ଟରନେଟ୍ ସର୍ଚିଂ। ଏବେ ଆପଣଙ୍କ ପାଇଁ ଗୋଟେ ନୂଆ ଏଆଇ ସର୍ଚ୍ଚ ଇଞ୍ଜିନ୍ “କାୟକ” ଯାହା ଆପଣଙ୍କୁ ଦେବ ଟ୍ରାଭେଲ୍ ର ପୁରା ସଲ୍ୟୁସନ୍ । ଯାହା ଚାଟ୍ ଜିପିଟି ସହ ମଧ୍ୟ ସଂଶ୍ଲିଷ୍ଟ ଅଛି ।
କାୟକ ହେଉଛି ଏମିତି ଏକ ସର୍ଚ୍ଚ ଇଞ୍ଜିନ୍ ଯାହା ମାଧ୍ୟମରେ ଜଣେ ଅତି ସୁବିଧାରେ ଟୁର୍ ପ୍ଲାନ୍ କରିପାରିବ । ନିଜ ବଜେଟ୍ ଅନୁସାରେ ଲୋକେସନ୍ , ଫ୍ଲାଇଟ୍ ଟିକେଟ୍, ହୋଟେଲ୍ ବୁଲିବା ପାଇଁ ଟ୍ୟାକ୍ସି, କରପୋରେଟ୍ ଟ୍ରାଭେଲ୍ ସବୁ କିଛି ବୁକ୍ କରିପାରିବ । ଆପଣ ବୁଲିବା ସହ ଖାଇବାକୁ ବି ପସନ୍ଦ କରନ୍ତି କି ଆପଣଙ୍କ ପସନ୍ଦ ଅନୁସାରେ କାୟକ ଆପଣଙ୍କ ପାଇଁ କରିଦେବ ଗୋଟେ ସୁନ୍ଦର ଟୁର୍ ପ୍ଲାନ୍ ଯାହା ଆପଣଙ୍କ ପକେଟ୍ କୁ ସୁହାଇଲା ଭଳି । ଦେଶ ଭିତରେ ହେଉ କିମ୍ୱା ଦେଶ ବାହାରେ କାୟକ ମାଧ୍ୟମରେ ପାର୍ବଣଋୁତୁରେ ବୁଲିବା ପାଇଁ ଖୁବ୍ ଭଲ ଅଫର ମଧ୍ୟ ରହିଥାଏ । ଖାଲି ଅନ୍ ଲାଇନ୍ ରେ ସର୍ଚ୍ଚ କରନ୍ତୁ କାୟକ, ଭାରତ ତଥା ଭାରତ ବାହାରେ ଭିନ୍ନ ଭିନ୍ନ ସ୍ଥାନକୁ ସାଙ୍ଗ ମାନଙ୍କ ସହ ଯାଆନ୍ତୁ କିମ୍ୱା ପରିବାର ସହ, ଏଠି ଅଛି ଭିନ୍ନ ଭିନ୍ନ ଅଫର୍ କାରଣ ପାର୍ବଣରେ ଦୀପାବଳି ହେଉଛି ଏମିତି ଏକ ଆଲୋକର ପର୍ବ ଏ ପର୍ବକୁ ସାରା ଭାରତରେ ପାଳନ କରାଯାଏ । ପରିବାର ସହ , ସାଙ୍ଗ ସାଥି ମାନଙ୍କ ସହ ଦୂରରେ ଥିବା ବନ୍ଧୁ ମାନେ ଘରକୁ ଆସନ୍ତି ମିଳିମିଶି ଦୀପାବଳି ପାଳନ କରନ୍ତି। ଏଥର ଦୀପାବଳିକୁ ଆହୁରି ମନୋରମ କରିବା ପାଇଁ କାୟକରେ ଭଲ ଅଫର ଅଛି ବିମାନ ଯାତ୍ରା ପାଇଁ ।

Advertisement

Leave a Reply

Your email address will not be published. Required fields are marked *