Pratidin TV

Odisha's Digital News Platform

ମମତା ଦିଦିଙ୍କ ଆଗରେ ଧରାସାୟୀ ହେଲେ ମୋଦି

1 min read

ଭୋଟ ଗଣତିରେ ଆଗ ପଛ ହେଉଛି ଦଳ | ଗଣତିରେ ବିଜେପି ଟ୍ରେଣ୍ଡରେ ଥିବା ବେଳେ ପଶ୍ଚିମବଙ୍ଗରେ ପଛୁଆ ରହିଯାଇଛି | ପ୍ରାରମ୍ଭିକରେ ବିଜେପି ଏବଂ ଟିଏମ୍‌ସି ଆଗ ପଛ ହେଉଥିବା ବେଳେ, ଏବେ ବିଜେପିକୁ ପଛରେ ପକାଇ ଆଗକୁ ବଢ଼ିଛି ଦିଦିଙ୍କ ଦଳ ତୃଣମୂଳ କଂଗ୍ରେସ।

ନିର୍ବାଚନ ଆୟୋଗର ପ୍ରାରମ୍ଭିକ ଧାରା ଅନୁଯାୟୀ, ପଶ୍ଚିମବଙ୍ଗର ୪୨ଟି ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୪ଟିରେ ଟିଏମ୍‌ସି ଆଗୁଆ ଅଛି। ସେହିପରି ବିଜେପି ୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି।

Advertisement

Leave a Reply

Your email address will not be published. Required fields are marked *