Pratidin TV

Odisha's Digital News Platform

ରେଲ୍‌ୱେରେ ଚାକିରୀ କରେଇଦେବେ କହି ଭାଣିଜୀଙ୍କୁ ୧୩ ଲକ୍ଷର ଚୂନ ଲଗାଇଲେ ମାମୁଁ , ବରଗଠ ଥାନାରେ ମାମଲା ରୁଜ୍ଜୁ …

ଭୁବନେଶ୍ୱର ; ଭାଣିଜିକୁ ଚୂନ ଲଗାଇ ୧୩ ଲକ୍ଷ ଠକିନେଲେ ନିଜ ମାମୁଁ । କେବଳ ନିଜ ଭାଣିଜି ନୁହେଁ ବରଂ ଭୁବନେଶ୍ୱରର ଅନେକ ଯୁବକ ଯୁବତୀଙ୍କୁ ଠକିଛନ୍ତି ଏହି ୪୨୦ ମାମୁଁ । ଭାଣିଜୀଙ୍କୁ ବାଧ୍ୟ କରି ରେଲ୍‌ୱେ ବ୍ରାଞ୍ଚର ମେଲ୍ ପଠାଇ ବିଶ୍ୱାସ ଜନ୍ମାଇଥିଲେ ମାମୁଁ । ପରବର୍ତ୍ତୀ ସମୟରେ ପର୍ଯ୍ୟୟକ୍ରମେ ଧିରେ ଧିରେ ଟଙ୍କା ନେଇଥିଲେ ମାମୁଁ । ତେବେ ଏହି ଠକ ମାମୁଁ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ଅଜୟ ନାୟକ ।

Leave a Reply

Your email address will not be published. Required fields are marked *