Pratidin TV

Odisha's Digital News Platform

ସରକାରୀ ଚାକିରୀଆଙ୍କ ପାଇଁ ବଡ ଖବର : ଅବସର କାଳ ହ୍ରାସ କଲେ ମୁଖ୍ୟମନ୍ତ୍ରୀ

1 min read

ଉତ୍ତରପ୍ରଦେଶ : ସରକାରୀ ଚାକିରିଆଙ୍କ ପାଇଁ ଆସିଲା ବଡ ଖବର ।ଏଣିକି ସରକାରୀ ଚାକିରିଆଙ୍କ ଅବସର ବୟସକୁ ୫୦ ବର୍ଷକୁ କମାଇ ଦେଲେ ସରକାର ।ଅର୍ଥାତ ୫୦ ବର୍ଷ ହେବା ପାରେ ଆପଣ ଆଉ ଚାକିରି କରି ପାରିବେନି ।

ଆସନ୍ତା ଜୁଲାଇ ୩୧ ସୁଦ୍ଧା ଦୁର୍ନୀତିଗ୍ରସ୍ତ, ଗୁରୁତର ଅସୁସ୍ଥ ଥିବା ବା କାର‌୍ୟ୍ୟ ନକରିବା ସ୍ଥିତିରେ ଥିବା କର୍ମଚାରୀ ଏବଂ କୌଣସି ଯାଞ୍ଚରେ ଫସିଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଅବସର ପ୍ରାପ୍ତ କର୍ମଚାରୀଙ୍କ ବିଷୟରେ ଏକ ରିପୋର୍ଟ ଦାଖଲ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ମୁଖ୍ୟମନ୍ତ୍ରୀ ଯୋଗୀ ଦେଲେ ନିର୍ଦ୍ଦେଶ ।

Advertisement

ଏହି ନିୟମ ଲାଗୁ ହେବା ପରେ ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଉତ୍ତରପ୍ରଦେଶ ସରକାରୀ ଚାକିରିଆଙ୍କ ପାଇଁ ଆସିଲା ବଡ ଖବର । ଏଣିକି ସରକାରୀ ଚାକିରିଆଙ୍କ ଅବସର ବୟସକୁ ୫୦ ବର୍ଷକୁ କମାଇ ଦେଲେ ସରକାର ।ଅର୍ଥାତ ୫୦ ବର୍ଷ ହେବା ପାରେ ଆପଣ ଆଉ ଚାକିରି କରି ପାରିବେନି ।ଆସନ୍ତା ଜୁଲାଇ ୩୧ ସୁଦ୍ଧା ଦୁର୍ନୀତିଗ୍ରସ୍ତ, ଗୁରୁତର ଅସୁସ୍ଥ ଥିବା ବା କାର‌୍ୟ୍ୟ ନକରିବା ସ୍ଥିତିରେ ଥିବା କର୍ମଚାରୀ ଏବଂ କୌଣସି ଯାଞ୍ଚରେ ଫସିଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଅବସର ପ୍ରାପ୍ତ କର୍ମଚାରୀଙ୍କ ବିଷୟରେ ଏକ ରିପୋର୍ଟ ଦାଖଲ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ମୁଖ୍ୟମନ୍ତ୍ରୀ ଯୋଗୀ ଦେଲେ ନିର୍ଦ୍ଦେଶ ।
ଏହି ନିୟମ ଲାଗୁ ହେବା ପରେ ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *