Pratidin TV

Odisha's Digital News Platform

ଓଡିଶା ମୋ କର୍ମଭୂମି ; ମୋ ଦୁଇ ପୁଅ ଝିଅଙ୍କ ମାତୃଭାଷା ଓଡିଆ । ଏବେ କୁହ କିଏ ଅଣ ଓଡିଆ ?- ଭି.କେ ପାଣ୍ଡିଆନ୍

ତାମିଲନାଡୁ ପୁଅ ଭି.କେ ପାଣ୍ଡିଆନଙ୍କ ମୁହଁରେ ଓଡିଶାର ପ୍ରଶଂସା । କହିଲେ ମୋ ସ୍ତ୍ରୀ ଓଡିଆ ମୋ ଦୁଇ ଛୁଆ ଙ୍କ ମାତୃଭାଷା ଓଡିଆ । ଏବେ କୁହ କିଏ ଅଣ ଓଡିଆ ? ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରଶ୍ନକଲେ ଭି.କେ ପାଣ୍ଡିଆନ୍ । ଆଉ ମଧ୍ୟ କହିଲେ ଯେ ଓଡିଆ ବାସୀ ଆଉ ମୋ କର୍ମଭୂମିକୁ ମୁଁ କେବେ ଛାଡିପାରିବିନି । କାଲି ମୋର କଣ ହେବ ମୁଁ ଜାଣେ ନାହିଁ କିନ୍ତୁ ଆଜି ପାଇଁମୁଁ ନବୀନ ବାବୁଙ୍କ ପାଇଁ କାମ କରିବି । ଏହାପରେ ଯାହା ମହାପ୍ରଭୁଙ୍କ ଇଛା ତାହା ହେବ ।

Leave a Reply

Your email address will not be published. Required fields are marked *