Pratidin TV

Odisha's Digital News Platform

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡିଛି ପଦବୀ , ସମୟ ପୂର୍ବରୁ କରନ୍ତୁ ଆବେଦନ…

1 min read

ନୂଆଦିଲ୍ଲୀ : ଖାଲିପଡିଛି ୬୯୯୦ଟି ପଦବୀ । ସରକାରୀ ଚାକିରୀ ଖୋଜୁଥିବା ପ୍ରାର୍ଥୀମାନେ ଶୀଘ୍ର କରନ୍ତୁ ଆବେଦନ । ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ଡିସେମ୍ବର ୫ ତାରିଖରୁ ଅନଲାଇନ ମାଧ୍ୟମରେ ଇଚ୍ଛୁକପ୍ରର୍ଥୀମାନେ ଆବେଦନ କରିପାରିବେ ।
ସୁଚନା ଅନୁ୍‌୍‌ଯାୟୀ ଇଛୁକପ୍ରର୍ଥୀମାନେ କେନ୍ଦ୍ରୀୟ ବିଦ୍ୟାଳୟର ଅଫିସିଆଲ୍ ୱେବ୍ ସାଇଟ୍ ଙ୍ଗଙ୍ଗଙ୍ଗ. ଳଙ୍ଖଗ୍ଦବଦ୍ଭଶବଗ୍ଧଷବଦ୍ଭ.ଦ୍ଭସମ.ସଦ୍ଭ କୁ ଯାଇ ଆବେଦନ କରିପାରିବେ। ଆସନ୍ତା ଡିସେମ୍ବର ୫ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୨୬ ତାରିଖରେ ଆବେଦନ ଶେଷ ହେବ ।

ସର୍ବମୋଟ ପଦବୀ -୬୯୯୦
ଆସିଷ୍ଟାଣ୍ଟ କମିଶନର୍-୫୨
ପ୍ରିନ୍ସିପାଲ-୨୩୯
ଭାଇସ୍-ପ୍ରିନ୍ସିପାଲ- ୨୦୩
ପୋଷ୍ଟ ଗ୍ରାଜୁଏଟ୍‌-୧୪୦୯
ଟିଜିଟି- ୩୧୭୬
ଲାଇବ୍ରେରିଆନ-୩୫୫
ପିଆରଟି-୩୦୩ (ମ୍ୟୁଜିକ୍‌)
ଫାଇନ୍ସାସ୍ ଅଫିସର-୬
ଆସିଷ୍ଟାଣ୍ଟ ଇଂଜିନିୟର(ସିଭିଲ୍)- ୨
ଆସିଷ୍ଟାଣ୍ଟ ସେକ୍ସସନ୍ ଅଫିସର- ୧୫୬
ସିନିଅର ସେକ୍ରେଟେରିଆଟ୍ ଆସିଷ୍ଟାଣ୍ଟ- ୩୨୨
ଜୁନିଅର ସେକ୍ରେଟେରିଆଟ୍ ଆସିଷ୍ଟାଣ୍ଟ-୭୦୨
ଷ୍ଟେନୋଗ୍ରାଫର ଗ୍ରେଡ୍-୨- ୫୪
ହିନ୍ଦୀ ଟ୍ରାନ୍ସଲେଟର୍-୧୧

Advertisement


ଚୟନ ପକ୍ରିୟା (କିଭଳି କରାଯିବ ଚୟନ)
ଲିକ୍ଷିତ ପରୀକ୍ଷା, କମ୍ପ୍ୟୁଟର୍ ଟେଷ୍ଟ, ଡେମୋ କ୍ଲାସ, ଇଣ୍ଟରଭ୍ୟୁ ଓ ସ୍କିଲ ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଭାରତର ଯେକୌଣସି ସ୍ଥାନରେ ପୋଷ୍ଟିଂ ହୋଇପାରନ୍ତି।
ଯୋଗ୍ୟତା: ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ପ୍ରାର୍ଥୀମାନଙ୍କ ଯୋଗ୍ୟତା ଥିବା ଉଚିତ୍।

Leave a Reply

Your email address will not be published. Required fields are marked *