Pratidin TV

Odisha's Digital News Platform

ପୁଷ୍ପା-୨ କୁ ଟକ୍କର ଦେବେ ଭିକି କୌଶଲଙ୍କ ‘ଛାଭା’ ।

1 min read

ଏଥର ପ୍ରେକ୍ଷାଳୟରେ ଲାଗିବ ଚଳଚ୍ଚିତ୍ରର ମେଳା । ସ୍ତ୍ରୀ ୨ର ଦମଦାର ଏଣ୍ଟ୍ରି ଦର୍ଶକଙ୍କୁ ଖୁବ୍ ଏଣ୍ଟରଟେନ୍ କରିଛି । ଏଥି ବଲିଉଡ୍ ଦର୍ଶକକଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଏଣ୍ଟରେଟନ୍ କରିବା ଲକ୍ଷରେ । କାହିଁକି ନା ଏଥର ସାଉଥ୍ ସହ ବଲିଉଡ୍‌ର ଚଷ୍କା ଦର୍ଶକଙ୍କୁ ମନ ମୋହିବ । ଡିଭେମ୍ବର ୬ ରେ ପୁଷ୍ପା-୨ କୁ ଟକ୍କର ଦେବା ଭିକି କୌଶଲଙ୍କ ଚାଭା । ଗୋଟେ ପଟେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ରାଜ୍ ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ଭିକ୍କ୍ରିୁ ଛତ୍ରପତି ଶିବାଜୀ ଭୂମିକାରେ ରଣହୁଙ୍କାର ଦେଉଥିବାର ନଜର ଆସିବେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଶ୍ମିକା ମନ୍ଦନା ଉଭୟ ଫିଲ୍ମରେ ନଜର ଆସିବେ। ସେ ‘ପୁଷ୍ପା ୨’ରେ ଶ୍ରୀବାଲି ଭୂମିକାରେ ଅଭିନୟ କରିଥିବାବେଳେ ସେ’ଛାଭା’ରେ ବିକିଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି। ବାସ୍ତବରେ, ଗତ ବର୍ଷ ମଧ୍ୟ ବିକି କୌଶଲ ଚଳିତ ବର୍ଷର ଶେଷ ମାସରେ ଫିଲ୍ମ ରିଲିଜ କରିଥିଲେ । ରଣବୀର କପୁରଙ୍କ ‘ପଶୁ’ ସହିତ ସେ ସଂଘର୍ଷ କରିଥିଲେ। ଦେଖିବାକୁ ବାକି ରହିଲା ଏଥର କିଏ ଏହି ଖେଳ ଜିତିବ?

Advertisement

Leave a Reply

Your email address will not be published. Required fields are marked *