Pratidin TV

Odisha's Digital News Platform

ଭିଜିଲାନ୍ସ ଜାଲରେ GST ଅତିରିକ୍ତ କମିଶନର

1 min read

ଭୁବନେଶ୍ୱର : ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଟକର ସିଟି ଓ ଜିଏସଟି ଅତିରିକ୍ତ କମିଶନର । ସୁଚନା ଅନୁଯାୟୀ ବାଣିଜ୍ୟକର ଓ ଜିଏସଟି ବିଭାଗ,କଟକ କର୍ପୋରେଟର-୨ ର ଅତିରିକ୍ତ କମିଶନର ପ୍ରୀୟୁଷକାନ୍ତଙ୍କ ଘର ଓ ଅଫିସରେ ଚଢାଉ କରାଯାଇଛି ।ତେବେ ଆୟବର୍ହିିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଏକକାଳୀନ ଚଢାଉ କରିଥିଲା ।

ପ୍ରୀୟୁଷକାନ୍ତଙ୍କ ଯାଜପୁର ବ୍ୟାସନଗର ଘର ସମେତ କଟକ,ଭୁବନେଶ୍ୱରରେ ରେଡ୍ ପକାଇଛି ଟିମ୍ । କଟକ ଭିଜିଲାନ୍ସ ଡିଏସପି ସୋମନାଥ ବାରିଙ୍କ ନେତୃତ୍ୱରେ ଭିଜିଲାନ୍ସ ପ୍ରୀୟୁଷଙ୍କ ଘରେ ବିଭିନ୍ନ କାଗଜପତ୍ର,ଜମି ଓ ସମ୍ପତିବାଡିର ଯାଞ୍ଚ କରୁଛନ୍ତିା

Leave a Reply

Your email address will not be published. Required fields are marked *