Pratidin TV

Odisha's Digital News Platform

‘ସାର ମୋର ଦୁଇଟି ହିଁ ହାତ ଅଛି‘ ,ହୋଟେଲ ଅଧିକାରୀଙ୍କୁ କାହିଁକି  ଏମିତି କହିଲେ ବିରାଟ ?

1 min read

ଭାରତୀୟ ଦଳ ଚେନ୍ନାଇ ଟେଷ୍ଟ ଜିତିବା ପରେ ଦ୍ୱିତୀୟ ମ୍ୟାଚ୍ ପାଇଁ କାନପୁରରେ ପହଞ୍ଚିଛି। ଗତକାଲି କାନପୁରର ଏକ ହୋଟେଲରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ହୋଟେଲ ଅଧିକାରୀମାନେ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ କରିଥିବା ସ୍ୱାଗତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇବା ଘଟଣାରେ ବିରାଟ କୋହଲି ଦେଇଥିବା ଉତ୍ତର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାଂଲାଦେଶ ସହ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଖେଳାଳିମାନେ କାନପୁରରେ ପହଞ୍ଚିଛନ୍ତି। ପ୍ରାୟତଃ ସମସ୍ତ ହୋଟେଲ ଅଧିକାରୀମାନେ ଖେଳାଳୀଙ୍କୁ ସ୍ୱାଗତ କରିବାକୁ ଏକତ୍ରିତ ହୋଇଥାଆନ୍ତି। କାନପୁରରେ ମଧ୍ୟ ଏହିପରି କିଛି ଦେଖିବାକୁ ମିଳିଥିଲା ।ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇବା ଘଟଣାରେ ବିରାଟ କୋହଲି ଦେଇଥିବା ଉତ୍ତର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାଂଲାଦେଶ ସହ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଖେଳାଳିମାନେ କାନପୁରରେ ପହଞ୍ଚିଛନ୍ତି।

Advertisement

ପ୍ରାୟତଃ ସମସ୍ତ ହୋଟେଲ ଅଧିକାରୀମାନେ ଖେଳାଳୀଙ୍କୁ ସ୍ୱାଗତ କରିବାକୁ ଏକତ୍ରିତ ହୋଇଥାଆନ୍ତି। କାନପୁରରେ ମଧ୍ୟ ଏହିପରି କିଛି ଦେଖିବାକୁ ମିଳିଥିଲା ।କାନପୁରରେ ପହଞ୍ଚିବା ପରେ  ବିରାଟ କୋହଲିଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏହାପରେ ଅନ୍ୟ ଜଣେ ହୋଟେଲ ଅଧିକାରୀ ବିରାଟଙ୍କ ସହ ହାତ ମିଳାଇବାକୁ ଆସିଥିଲେ କିନ୍ତୁ କୋହଲି କହିଥିଲେ ‘ସାର୍, ମୋର କେବଳ ଦୁଇଟି ହାତ ଅଛି’।ବାସ୍ତବରେ ବିରାଟ ଗୋଟିଏ ହାତରେ ବ୍ୟାଗ ଏବଂ ଅନ୍ୟ ହାତରେ ଫୁଲଗୁଚ୍ଛ ଥିଲା। ଏହି କାରଣରୁ କୋହଲି ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇ ପାରି ନଥିଲେ। କୋହଲି ହୋଟେଲ ଅଧିକାରୀଙ୍କୁ ଦେଇ ଉତ୍ତରର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ଏହି ଭିଡିଓରେ ନିଜନିଜର ପ୍ରତିକ୍ରିୟା ଦେଇଛନ୍ତି।

Leave a Reply

Your email address will not be published. Required fields are marked *