Pratidin TV

Odisha's Digital News Platform

ଖୁସି ଖବର ବିନା ଭିସାରେ କରିପାରିବେ ବିଦେଶ ଯାତ୍ରା , ତାଲିକାରେ ୫୮ ଦେଶ..

1 min read

ଭ୍ରମଣ ଋତୁରେ ଭାରତୀୟଙ୍କ ପାଇଁ ଖୁସି ଖବର। ବିନା ଭିସା ରେ ବିଦେଶ ଭ୍ରମଣ କରିବେ ଭାରତୀୟ।  ଭାରତୀୟମାନେ ବିନା ଭିସାରେ ବିଶ୍ୱର ୫୮ଟି ଦେଶରେ ପ୍ରବେଶ କରିପାରିବେ। ଲଣ୍ଡନରେ ମୁଖ୍ୟାଳୟ ଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସର ୨୦୨୪ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭାରତର ପାସପୋର୍ଟ ଏହି ତାଲିକାରେ ୮୨ ତମ ସ୍ଥାନରେ ରହିଛି । ଭାରତୀୟ ପାସପୋର୍ଟରେ ଭାରତୀୟ ଏବେ ଇଣ୍ଡୋନେସିଆ, ମାଳଦ୍ୱୀପ ଏବଂ ଥାଇଲ୍ୟାଣ୍ଡ ପରି ଦେଶଗୁଡିକୁ ଭିସା ବିନା ଯାଇ ପାରିବେ ।

ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ ଭାରତ ଭିସା ମୁକ୍ତ ପ୍ରବେଶ ପାଇବ । ୧ ଅଙ୍ଗୋଲା  ୨ ବାରବାଡୋସ୍  ୩ ଭୁଟାନ୍  ୪ ମରିଟାନିଆ ୫ ବଲିଭିଆ ୬ ମରିସସ୍ ୭ ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ  ୮ ମାଇକ୍ରୋନେସିଆ ୯ ବୁରୁଣ୍ଡ୍ରି   ୧୦ ମୋଣ୍ଟସେରାଟ ୧୧ କାମ୍ବୋଡିଆ   ୧୨ ମୋଜାମ୍ବିକ୍ ୧୩ କେପ ଭାର୍ଡେ ଦ୍ୱୀପପୁଞ୍ଜ   ୧୪ ମିଆଁମାର ୧୫ କୋମୋରୋ ଦ୍ୱୀପପୁଞ୍ଜ   ୧୬ ନେପାଳ ୧୭ କୁକ୍ ଦ୍ୱୀପପୁଞ୍ଜ  ୧୮ ନିୟୁ ୧୯ ଜିବୁଟି    ୨୦ ପାଲାଉ ଦ୍ୱୀପପୁଞ୍ଜ ୨୧ ଡୋମିନିକା    ୨୨ କତାର ୨୩ ଇଥିଓପିଆ ୨୪ ରାୱାଣ୍ଡା ୨୫ ଫିଜି  ୨୬ ସାମୋଆ ୨୭ ଗ୍ରେନାଡା   ୨୮ ସେନେଗାଲ୍ ୨୯ ଗିନି-ବିସାଉ   ୩୦ ସେଚେଲସ୍ ୩୧ ହାଇତି  ୩୨ ସିଆରପିଏଫ୍ ୩୩ ଇଣ୍ଡୋନେସିଆ  ୩୪ ସୋମାଲିଆ ୩୫ ଇରାନ ୩୬ ଶ୍ରୀଲଙ୍କା ୩୭ ଜାମାଇକା  ୩୮ ସେଣ୍ଟ କିଟ୍ସ ଏବଂ ନେଭିସ୍ ୩୯ ଜୋର୍ଡାନ  ୪୦ ସେଣ୍ଟ ଲୁସିଆ ୪୧ କାଜାଖସ୍ତାନ      ୪୨ ଟାନଜାନିଆ ୪୩ କେନିଆ     ୪୪ ଥାଇଲ୍ୟାଣ୍ଡ ୪୫ କିରିବାଟି   ୪୬ଟିମୋର-ଲେସଟେ ୪୭ ଲାଓସ୍  ୪୮ ତ୍ରିନିଦାଦ ଏବଂ ଟୋବାଗୋ ୪୯ ମାକାଉ   ୫୦ ଟ୍ୟୁନିସିଆ ୫୧ ମାଡାଗାସ୍କର  ୫୨ ତୁଭାଲୁ ୫୩ ମାଲେସିଆ   ୫୪ ଭାନୁଆଟୁ ୫୫ ମାଲଦ୍ୱୀପ ୫୬ ଜିମ୍ବାୱେ ୫୭ ମାର୍ଶଲ ଦ୍ୱୀପପୁଞ୍ଜ    ୫୮ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ                                

Advertisement

Leave a Reply

Your email address will not be published. Required fields are marked *