Pratidin TV

Odisha's Digital News Platform

ମହିଳାମାନଙ୍କ ବିଧାନସଭା ଓ ଲୋକସଭା ସିଟ୍‌ର ସୂଚନା ଦେଲେ ଭି.କେ ପାଣ୍ଡିଆନ ।

ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପାୱାର ବିଷୟରେ କହିଲେ ଭି.କେ ପାଣ୍ଡିଆନା । ସେ ଆଉ ମଧ୍ୟ କହିଲେ ଯେ ଏକ ସଶକ୍ତ ରାଜ୍ୟ ପାଇଁ ସେହି ରାଜ୍ୟର ମହିଳା ସଶକ୍ତ ହେବା ଦରକାର । ଆଗର ନାରୀ ଆଉ ଆଜିର ନାରୀ ରେ ଅନେକ ପରିବର୍ତ୍ତନ ଆସିଛି । ଆଜିର ନାରୀ ସ୍ୱାବଲମ୍ବୀ ନିଜ ଗୋଡରେ ଛିଡା ହୋଇଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ ହେବାରେ ସାହାର୍ଯ୍ୟ କରୁଛନ୍ତି । ମା ମାନେ ଆଗେଇଲେ ଦେଶ ରାଜ୍ୟ ଆଗେଇବ । ମା ମାନଙ୍କୁ ଏଥର ୭୦ ପ୍ରତିଶତ ରିଜରଭେସନ ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା ଚଳାଇଛନ୍ତି …..

Leave a Reply

Your email address will not be published. Required fields are marked *