Pratidin TV

Odisha's Digital News Platform

୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼, ଘୋଷଣା କଲେ ରାଜ୍ୟ ସରକାର

1 min read

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତା ରେଡ୍ଡୀ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୁସହି ରୃଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି | ଏହାସହକୃଷକମାନେ ଯେଉଁ ବ୍ୟାଙ୍କ୍ରୁ ଋଣ ଆଣିଛନ୍ତି ସେହି ଅର୍ଥ ସରକାରଙ୍କ ପକ୍ଷରୁ ୧୮ ଜୁଲାଇ ୨0୨୪ ସୁଦ୍ଧା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି |

ଏହାପୂର୍ବରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିବାକୁ ତେଲେଙ୍ଗାନା ସରକାର ଘୋଷଣା କରିଥିଲେ | ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁସାରେ, ୧୨ ଡିସେମ୍ବର ୨0୧୮ ପରେ ଦିଆଯାଇଥିବା କୃଷି ଋଣ ଛାଡ଼ କରାଯିବ | ଏହି ପକ୍ରିୟା ଜୁଲାଇ ୧୮ ସୁଦ୍ଧା ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୧୫ ରେ ସମାପ୍ତ କରାଯିବ ବୋଲି ଜଣାପଡିଛି |

Advertisement

ସରକାର କହିଛନ୍ତି, ବ୍ୟାଙ୍କରେ ଋଣ ଛାଡ଼ ପାଇଁ ସରକାର ଦେଇଥିବା ଅର୍ଥକୁ ଅନ୍ୟ କୌଣସି ଆକାଉଣ୍ଟରେ ଜମା କରିଲେ ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ |

Leave a Reply

Your email address will not be published. Required fields are marked *