Pratidin TV

Odisha's Digital News Platform

ମୋଦୀଙ୍କୁ ଚାକିରୀ ମାଗିବାକୁ ଆସିଥିଲୁ , ଗଣମାଧ୍ୟମ ଜରିଆରେ ପ୍ରଶ୍ନ କଲୁ ।

ଭୁବନେଶ୍ୱର ; ମାତ୍ର ୩ଦିନ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣିଥରେ ଓଡ଼ିଶା ଗସ୍ତରେ ଶୁକ୍ରବାର ରାଜଧାନୀ ଆସିଛନ୍ତି ମୋଦୀ । ରାତିରେ ସେ ଗା ରୋଡ୍ ଶୋ’ କରିଥିଲେ । ମୋଦିଙ୍କୁ ଦେଖିବାକୁ ରାଜଧାନୀର ଜନପଥର ପ୍ରାୟ ୨କିମି ଲମ୍ବ ଅଂଚଳ ଜନସମୁଦ୍ର ପାଲଟିଥିଲା । ଗତକାଲି ଭୁବନେଶ୍ୱରର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ନେଇ ମୋଦି ରୋଡ୍ ଶୋ’ କରିଥିଲେ । ଏହି ସମୟରେ କିଛି ଯୁବତୀ ସେଠାରେ ଅତି ଉତ୍ସକତାର ସହ ମୋଦୀଙ୍କ ସହ କଥା ହେବା ଓ ତାଙ୍କୁ ନିଜ ସମସ୍ୟା ବିଷୟରେ ଜଣାଇବା ପାଇଁ ଅନେକ ସମୟରୁ ଛିଡା ହୋଇ ରହିଥିଲେ । କିନ୍ତୁ ତାଙ୍କୁ ମୌକା ମିଳିନଥିଲା ଏସବୁ କହିବାକୁ । ଶେଷରେ ସେମାନେ ନିରାଶ ହୋଇ ଗଣମାଧ୍ୟମ ସାମ୍ନାରେ ନିଜ ପ୍ରତିକ୍ରିୟା ରଖିଥିଲେ ……

Leave a Reply

Your email address will not be published. Required fields are marked *