Pratidin TV

Odisha's Digital News Platform

ଆସୁଛି ବଡ ଲଘୁଚାପ ; ୧୯ ରେ ଅଶାନ୍ତ ହେବ ବଙ୍ଗୋପସାଗର

ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତରପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି। ଏନେଇ ଅନେକ ଜିଲ୍ଲାରେ ଆଜିଠୁ ବର୍ଷା ଲାଗିରହିଥିବା ବେଳେ , ଆଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖାଦେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସେହିପରି ଏହି ବର୍ଷା ୧୮ ତାରିଖ ପର୍ଯ୍ୟନ୍ତ ଥିବା ବେଳେ ୧୯ ତାରିଖରେ ଆସୁଥିବା ଲଘୁଚାପ ଯୋଗୁଁ ବର୍ଷାର ପରିମାଣ ବଢିବ ଏବଂ ଏହା ଓଡିଶାକୁ ୨୧ ତାରିଖ ଯାଏଁ ଭିଜାଇବ ।

Leave a Reply

Your email address will not be published. Required fields are marked *