ପୁଅ ଅଙ୍କିତ୍ଙ୍କୁ ଟିକେଟ୍ ଦେଇଥିବାରୁ ବାପା ପ୍ରତାପ ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଦେଇଛନ୍ତି ପ୍ରତାପ ଜେନା । ଆଉମଧ୍ୟ ସେ କହିଛନ୍ତି ଯେ ଯୁବକଙ୍କୁ ସୁଯୋଗ ଦେବା ଦରକାର । କାରଣ ସେମାନେ ହିଁ ଅଧିକ ପରିବର୍ତ୍ତନ ଆଣିପାରିବେ । ପ୍ରଭୁ ଜଗନ୍ନାଥ ହିଁ ସବୁ ଦାୟିତ୍ୱ ଦେଇଛନ୍ତି , ମୋ ପୁଅ ନିଶ୍ଚତ ଜିତିବି……
Advertisement