Pratidin TV

Odisha's Digital News Platform

ସେନା ଅଧିକାରୀଙ୍କ ପରିବାରରେ ସହ ଏମିତି ଘଟିଲା , ସାଧାରଣ ଲୋକଙ୍କ ଅବସ୍ଥା କଣ ?

1 min read

ପୀଡିତା ଅଙ୍କିତା ପ୍ରଧାନଙ୍କ ବୟାନ ସାମ୍ନାକୁ ଆସିବା ପରେ ଥରୁଛି ପୁର ଓଡିଶାବାସୀଙ୍କ ଛାତି । ଯଦି ଜଣେ ସେନା ଅଧିକାରୀଙ୍କ ପରିବାର ସହ ଥାନାରେ ଏମିତି ନିର୍ଯାତନା ଦିଆଯାଉଛି ତେବେ ସେଠି ସାଧାରଣ ଲୋକର ଅବସ୍ଥା କଣ ? କିଛିଲୋକ ଏବେବି ନବୀନବାବୁ ଆଉ ପାଣ୍ଡିଆନଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି । କିନ୍ତୁ ତାଙ୍କ ସମୟ ଶାସନରେ ଦୀର୍ଘ ୨୪ ବର୍ଷରେ ଏମିତି ଘଟଣା ଘଟିନଥିଲା । ଆଉ ସରକାର ବଦଳିବା ୧୦୦ ଦିନରେ ବି ଲୋକ କହିବେ ନବୀନ ସରତକାରଙ୍କ ଦୋଷ ।

Advertisement

Leave a Reply

Your email address will not be published. Required fields are marked *