Pratidin TV

Odisha's Digital News Platform

ରାଜୁ ଶ୍ରୀବାସ୍ତବଙ୍କୁ ଆସିଥିଲା ‘କାର୍ଡିଆକ୍ ଆରେଷ୍ଟ’ : ଏହି ସବୁ ସଂକେତକୁ କରନ୍ତୁନି ଅଣଦେଖା ….

1 min read

ନୂଆଦିଲ୍ଲୀ : ବେଶ୍ ଚର୍ଚ୍ଚିତ କମିଡିଆନ୍ ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିନ ସକାଳ ୧୦.୧୦ ସମୟରେ ମୃତ୍ୟୁ ହୋଇଛି । ତେବେ ରାଜୁ ଦେଢମାସ ହେବ କାର୍ଡିଆକ ଅରେଷ୍ଟ ରେ ପଡିଥିଲେ । ତାଙ୍କୁ ଅଗଷ୍ଟ ୧୦ ତାରିଖ ଦିନ କାର୍ଡିଆକ ଆରେଷ୍ଟ ଆସିଥିଲା । ତେବେ ଏହି କାର୍ଡିଆକ୍ ଆରେଷ୍ଟ କଣ ? ଏହାର ଲକ୍ଷଣ କଣ ? ଏବଂ ଏହା କେଉଁମାନଙ୍କ ପାଇଁ ବେଶି ମାରାତ୍ମକ ? ଆସନ୍ତୁ ତଳେ ଜାଣିବା ।

ଅଗଷ୍ଟ ୧୦ ତାରିଖ ଦିନ ସକାଳ ସମୟରେ ରାଜୁ ଶ୍ରୀବାସ୍ତବ ହୋଟେଲର ଏକ ଜିମ୍‌ରେ ୱାର୍କ ଆଉଟ୍ କରୁଥିଲେ । ଟ୍ରେଡମିଲ ଉପରେ ଏକ୍ସରସାଇଜ୍ କରୁ କରୁ ହଠାତ୍ ତାଙ୍କ ଛାତରେ ନ୍ତ୍ରଣା ଅନୁଭବ ହୋଇଥିଲା ଫଳରେ ରାଜୁ ସେଠାରେ ବେହୋଷ ହୋଇାଇଥିଲେ । ଏହାଦେଖି ରାଜୁ ଶ୍ରୀବାସ୍ତବଙ୍କ ଟ୍ରେନର ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତରଙ୍କ କହିବା ଅନୁାୟୀ ତାଙ୍କୁ ହଠାତ୍ କାର୍ଡିଆକ୍ ଆରେଷ୍ଟ ଆସିଥିଲା । ଯାହାଫଳରେ ରାଜୁ ପ୍ରାୟ ଦେଢମାସ ଧରି କୋମା ଅବସ୍ଥାରେ ଚିିକିତ୍ସିତ ହେଉଥିଲେ । ଏବଂ ଆଜି ତାଙ୍କର ମୃତ୍ୟୁ ହୋଇଛି । ସେହିପରି ମସହୁର ସିଙ୍ଗର କେକେ ଙ୍କୁ ମଧ୍ୟ ଷ୍ଟେଜ୍ ଉରେ ପରଫୋମାନ୍ସ ସମୟରେ ଏହି କାର୍ଡିଆକ ଅରେଷ୍ଟ ଆସିଥିଲା । ଯାହା ଫଳରେ କେକେ ଙ୍କର ମୃତ୍ୟୁ ହୋଇଥିଲା ।

Advertisement

ଆଜିକାଲି ସମୟରେ କମ୍ ବୟସର ଲୋକମାଙ୍କ ପାଇଁ ଏହା ଏକ ବଡ ବିପଦ ସାଜିଛି । ଏହି କାର୍ଡିୟକ ଅରେଷ୍ଟ ପ୍ରୟତଃ କମ୍ ବୟସ ବା ମଧ୍ୟମ ଧରଣର ଲୋକମାନଙ୍କ ଠାରେ ବହୁଳ ମାତ୍ରାରେ ଦେଖାଦେଇଛି । ତେବେ ଆମେ ଆମର ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ତ ହୋଇପଡୁଛେ ଯେ ଏହି କାର୍ଡିୁକ ଅରେଷ୍ଟର ଲକ୍ଷଣକୁ ସାମାନ୍ୟ ଭାବି ଅଣଦେଖା କରିଦେଉଛେ ।ହାଫଳରେ ଆଗକୁ ଏହି ରୋଗଟି ମଣିଷର ଜୀବନ ନେଇାଏ । ତେବେ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ …

କାର୍ଡିୟକ ଅରେଷ୍ଟ କଣ ?

କ୍ଲେଭେଲାଣ୍ଡକ୍ଲିନିକ୍ ର କହିବା ଅନୁଯାୟୀ – କାର୍ଡିୟକ ଅରେଷ୍ଟ ଏକ ପ୍ରକାରର ହାର୍ଟ ଆର୍ଟାକ ଅଟେ ଯାହା ଫଳରେ ମଣିଷର ଜୀବନ ମଧ୍ୟ ଯାଇପାରେ । ଯେଉଁଥିରେ ମଣିଷର ହୃଦୟ ହଠାତ୍ କାମ କରିବା ବନ୍ଦ କରିଦିଏ । ତେବେ ହୃଦୟ କାମ କରିବା ବନ୍ଦ କରିଦେବ ସେତେବେଳେ ରକ୍ତ ପମ୍ପ କରିବାରେ ଅସମର୍ଥ ହୁଏ । ।ହାଫଲରେ ଅଳ୍ପ ସମୟ ମଧ୍ୟରେ ପୁରା ଶରୀରରେ ଏହାର ପ୍ରଭାବ ପକାଇଥାଏ । ଅମ୍ଳଜାନ ଯୁକ୍ତ ରକ୍ତ ଶରୀରକୁ ଯାଏ ପାରେନା । ତେବେ ଏହିଭଳି ହୃତ୍ଘାତର ଜରୁରୀକାଳୀନ ପରିସ୍ଥିତିରେ ସିପିଆର୍ କିଚି ସାର୍ହ୍ୟା କରିଥାଏ ବା ମଣିଷକୁ ଅକ୍ସିଜେନ ଦେଇଥାଏ । ଏହିରି ହୃତ୍ଘାତ ସମୟରେ ଯଦି ସଠିକ୍ ସମୟରେ ସିିଆର୍ ମିଳିଯାଏ ଏବଂ ଏହି ସିପିଆର ଆପଣଙ୍କ ଫୁସ୍ଫୁସ୍ରେ ପର‌୍ୟ୍ୟାପ୍ତ ପରିମାଣର ଅମ୍ଳଜାନ ଦିଏ । ତେବେ ଏହିଭଳି ଭାବରେ ମଣିଷର ଜୀବନ ରକ୍ଷା ହୋଇାରିବ ।
କାର୍ଡିୟକ ଅରେଷ୍ଟର ଲକ୍ଷଣ –
କ୍ଳେଭେଲାଣ୍ଡକ୍ଲିନିକ୍ ର ଏକ ରିସର୍ଚ ଅନୁସାରେ ଏହି ହୃତଘାତର ଳକ୍ଷଣ ଏହା ଆର୍ଟାକ କରିବା ପୂର୍ବରୁ ହିଁ ଜଣାପଡେ । ତଥାପି ଏହାର ଅନେକ ଗୁଡିଏ ଲକ୍ଷଣ ରହିଛି । ଯଦି ଏହିଭଳି ଲକ୍ଷଣ କାହ।।ଖରେ ଦେଖାଯାଏ । ତେବେ ତୁରନ୍ତୁ ସେ ଲୋକଟିକୁ ସିପିଆର୍ ଦେଇକି ମେଡିକାଲରେ ଭର୍ତ୍ତି କରନ୍ତୁ ।
-ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହେବା
-ବେହୋସ ହେଇଯିବା
-ହୃଦୟର ସ୍ପନ୍ଦନ ଶ୍ରୀଘ୍ର ହଠାତ୍ ବଢିଯିବା ବା ଜୋର ଜୋର ଚାଲିବା
-ନିଶ୍ୱାସ ନେବାରେ କଷ୍ଟ ଅନୁଭନ ହେବା
-ବାନ୍ତି ଲାଗିବା
-ମୁଣ୍ଡ ବୁଲାଇବା

-ଛାତି ଆଉ ପେଟରେ ଏକା ସାଙ୍ଗରେ କଷ୍ଟ ଅନୁଭବ କରିବା

କେଉଁମାନଙ୍କୁ କାର୍ଡିୟକ ଆରେଷ୍ଟ ଅଧିକ ହେବାର ସମ୍ଭାବନା ଥାଏ ?

୩୫-୪୦ ବର୍ଷ ବୟସର ଲୋକମାଙ୍କ ଠାରେ ଏହି ହୃଦଘାତ ଅଧିକ ଦେଖାଦିଏ ।
ତେବେ ବାତ୍ରା ହାର୍ଟ ସେଣ୍ଟରର ଚେୟାରମ୍ୟାନ୍ ଏବଂ ଡକ୍ତର ଉପେନ୍ଦ୍ର କୋଲଙ୍କ କହିବା ଅନୁଯାୟୀ ତଳେ ଦିଆଯାଇଥିବା କାରଣଗୁଡିକ ଯୋଗୁ କାର୍ଡିୟକ ଆରେଷ୍ଟ ଦେଖାଯାଏ ।
-ସିଗାରେଟ୍ ପିଇବା ଦ୍ୱାରା
-କୋଲେଷ୍ଟ୍ରଲ

  • ହାଇ ବ୍ଲଡ୍ ପ୍ରେସର
    -ଡାଇବେଟିସ୍‌
    -ମାନସିକ ଏବଂ ସାମାଜିକ ଚିନ୍ତା
    -ପରିଶ୍ରମ ନକରିନା
    -ମୋଟାପଣ
    -ଫଳ ଏବଂ ପନିପରିବା କମ୍ ଖାଇବା
    -ମଦ ପିଇବା

    ଏହି ୯ ଟି କାରକ ଯୋଗୁଁ ହିଁ କାର୍ଡିୟକ ଆରେଷ୍ଟ /ହାର୍ଟ ଆର୍ଟାକ୍ ଆସିବାର ୯୦ ପ୍ରତିଶତ ଚାନ୍ସ ଥାଏ ।

Leave a Reply

Your email address will not be published. Required fields are marked *