Pratidin TV

Odisha's Digital News Platform

BSKY କୁ ନେଇ ଆସିଲା ବଡ ଅପଡେଟ୍ , ଜାଣନ୍ତୁ କେବେ ବନ୍ଦ ହେବ ଏହି କାର୍ଡ ଆଉ ଚାଲିବ ନୂଆ …

1 min read

ଏଯାଏଁ ଚାଲୁ ରହିଛି ବିଏକେୱାଇ କାର୍ଡ । ତେବେ ଏହା ସେପ୍ଟେମ୍ବର ୧-୦ ତାରିଖରୁ ବନ୍ଦ ହେବା ସହ ସେବେଠୁ ନୂଆ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ନୂଆ କାର୍ଡ ଚାଲୁହେବା ପର୍ଯ୍ୟନ୍ତ ବିଏକେୱାଇ ବ୍ୟବହାର କରିପାରିବେ ରୋଗୀ । ବଜେଟ ଆପ୍ରୋପ୍ରିଏସନ ବିଲ ପାସ ହେଲା ପରେ ନୂଆ କାର୍ଡର ପ୍ରକ୍ରିୟା ଆରମ୍ଭ ହେବ।

ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ । ପରବର୍ତ୍ତୀ ସମୟରେ ଯୋଜନା ଆଣିଲେ ତାହା ଲାଗୁହେବ, ଏବେ ବିଏସକେୱାଇ ଯେମିତି ଚାଲିବା କଥା ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *