Pratidin TV

Odisha's Digital News Platform

ପାଣ୍ଡିଆନ୍ କେଉଁଠି ଲୁଚିନାହାନ୍ତି , ନଭେମ୍ବରରୁ ସେ ନବୀନଙ୍କ ସହ ୩୦ ଜିଲ୍ଲା ବୁଲିବେ !

1 min read

ଦୀର୍ଘ ଦିନପରେ ପାଣ୍ଡିଆନ୍‌ଙ୍କ ସତ ଫିଟାଇଲେ ସୁର ରାଉତରାୟ । ପାଣ୍ଡିଆନ୍ କୁଆଡେ ଯାଇନାହାନ୍ତି ବରଂ ସେ ନବୀନ ନିବାସରେ ଅଛନ୍ତି । ଆଉ ନଭେମ୍ବର ଠାରୁ ନବୀନଙ୍କ ସହ ମିଶି ୩୦ ଜିଲ୍ଲା ବୁଲି ଲୋକଙ୍କ ସହ ଆଲୋଚନା କରିବେ । ତେବେ ଏସବୁ କହୁ କହୁ ସୁର ପାଣ୍ଡିଆନଙ୍କୁ ନେଇ ଅନେକ କଥା ଖୁଲସା କରିଛନ୍ତି । ଜଟଣୀରେ ଯାହାବି ଉନ୍ନତି ହୋଇଛି ସବୁ ପାଣ୍ଡିଆନ୍ କରିଛନ୍ତି । ରାତି ଦିନ ଜଟଣୀରେ ପାଣି , ରୋଡ , ସ୍କୁଲ କାମ ସବୁ ବିକାଶ କରିଛନ୍ତି ପାଣ୍ଡିଆନ୍ ….

Advertisement

Leave a Reply

Your email address will not be published. Required fields are marked *