ଧର୍ମ ଯୁଦ୍ଧରେ ନିର୍ଦଳୀୟ ସୁର ; ଗୋଟେ ପଟେ ସିଦ୍ଧାର୍ଥ ଅନ୍ୟପଟେ ମନ୍ମଥ , କାହା ପାଇଁ ସାଜିବେ ସାରଥୀ ?
1 min readରାଜନୀତି ର ମହାଭାରତ ପାଲଟିଛି ଧର୍ମଯୁଦ୍ଧ । ସୁରଙ୍କ ସାମ୍ନାରେ ଦୁଇ ପୁଅ । କିଏ ପାଣ୍ଡବ ଆଉ କିଏ କୌରବ ବାଛିବେ ସୁର ? ଏବେ ଦୁଇ ଦଳରୁ ମୁହାଁମୁହିଁ ହେବେ ଦୁଇ ଭାଇ ମନ୍ମଥ-ସିଦ୍ଧାର୍ଥ । ଜଣେ ବିଜେଡିରେ ସାମିଲ ହେଲାତ ଆଉଜଣେ ବାପା ପାଇଁ କଂଗ୍ରେସରେ ରହିଲେ । ତେବେ କଣ ହେବ ଏହି ଧର୍ମଯୁଦ୍ଧର ପରିଣତ୍ ? କେଉଁ ପୁଅ ପାଇଁ ପ୍ରଚାର କରିବେ ସୁର ? କାହା ପାଇଁ ସାଜିବେ କୃଷ୍ଣଙ୍କ ଭଳି ସାରଥୀ ?