Pratidin TV

Odisha's Digital News Platform

ସହର ଭିତରେ ବୁଲୁଛି ବଣୁଆ ଗଜରାଜ , ଅତଙ୍କିତ ଅବସ୍ଥାରେ ଗ୍ରାମବାସୀ

ବଲାଙ୍ଗୀର ; ଆଜି ସକାଳୁ ପାଟଣାଗଡ଼ ସହର ଭିତରେ ଏକ ବଣୁଆ ହାତୀ ବୁଲାବୁଲି କରୁଥୁବାର ଦେଖିବାକୁ ମିଳିଛି । ସକାଳ ୫.୩୦ ରେ ମଧ୍ୟ୍ୟରେ ହାତୀ ଟି ସହର ଭିତର କୁ ଚାଲି ଆସିଥିବା ବେଳେ ହାତୀକୁ ଦେଖି ଲୋକ ମାନେ ଭୟଭିତ ହୋଇପଡିଛନ୍ତି ।

ତେବେ ହାତୀଟି କଣ୍ଟାବାଞ୍ଜି ପଟରୁ ଆସୁଥୁବାରୁ ତୁରକେଲା ଅଂଚଳ ରୁ ଚାଳି ଆସିଥିବା ଅନୁମାନ କରାଯାଉଛି । ହାତୀ ଟି କାହାର କ୍ଷତି କରିନଥିଲେ ମଧ୍ୟ୍ୟ ସହର ମଧ୍ୟ୍ୟରେ ଖୋଲାଖୋଲି ସହର ମଧ୍ୟ୍ୟ ରେ ଯାଉଥୁବାରୁ ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ହାତୀ କୁ ଘୋଉ ଡ଼ାଇବାକୁ ବନ ବିଭାଗ କର୍ମଚାରୀ ମାନେ ଉଦ୍ୟମ କରୁଥିବା ପାଟଣାଗଡ଼ ରେଞ୍ଜର ସୂଚନା ଦେଇଛନ୍ତିଜ୍ଝଖାଦ୍ୟ ପାଇଁ ହାତୀ ମାନେ ଗାଁ ମୁହାଁ ହେଉଥୁବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *