Pratidin TV

Odisha's Digital News Platform

ମଝି ରାସ୍ତାରେ ବଣୁଆ ହାତୀ ,ଆତଙ୍କିତ ପଥଚାରୀ।

ରାଜଗାଙ୍ଗପୁର ; ସୁନ୍ଦରଗଡ ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାଉଳଡେଗା ବିଟ ଲମଟି ପାହାଡ ଉପରେ ଦେଖିବାକୁ ମିଳିଛି ଝାରଖଣ୍ଡି ବଣୁଆ ହାତୀର ତାଣ୍ଡବ।

ହାତୀଟି ରାସ୍ତା ମଝିରେ ଆସିବା ଫଳରେ ରାସ୍ତା ରେ ଅଟକି ରହିଥିଲା ଅନେକ ଗାଡି ମଟର।

Leave a Reply

Your email address will not be published. Required fields are marked *