Pratidin TV

Odisha's Digital News Platform

BSKY କାର୍ଡ, ମିଶନଶକ୍ତି ନୂଆ ସରକାର ବନ୍ଦ କରିବେ ନା ଚାଲୁ ରଖିବେ ?

1 min read

ବଦଳିଛି ସରକାର , ସରିଛି ୨୪ ବର୍ଷର ନବୀନ ରାଜ୍ । ଏବେଠୁ ଓଡିଶାରେ ଚାଲିବ ବିଜେପିର ଶାସନ ଆଉ ସେହି ଶାସନର ଭାରା ସମ୍ବାଳିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତେବେ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲିବା ପରେ ୫ଟି କୁ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସୁଭଦ୍ରା ଯୋଜନା , କୃଷକ ସମୃଦ୍ଧି ଯୋଜନା ଏବଂ ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫୦୦ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ସରକାର ବଦଳୁ ବଦଳୁ ରାଜ୍ୟରେ ବିଜେଡି ସରକାରର ସବୁ ଯୋଜନାକୁ ହଟାଇଦିଆଯାଉଛି । ତେଣୁ ବର୍ତ୍ତମାନ BSKY କାର୍ଡ, ମିଶନଶକ୍ତି କୁ ନେଇ ପ୍ରଶ୍ନ ଉଠିଛି । ଯାହାକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ୍ ।

Advertisement

Leave a Reply

Your email address will not be published. Required fields are marked *