ମାଁ ସାଜିଲା ରାକ୍ଷସୀ , ପରକ୍ରିୟା ପ୍ରୀତିରେ ଉଜାଡିଦେଲା ନିଜ ସୁନ। ସଂସାର
1 min readପ୍ରେମ ପାଇଁ ପାଗିଲି ହେଲା ମା’। ଆଉ ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ପୁଅକୁ ସବୁଦିନ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲି ଯାଇ ମହିଳା ଜଣକ ପ୍ରେମିକ ସହ ମିଶି ୩ ବର୍ଷର ପୁଅକୁ ହତ୍ୟା କରିବାକୁ ପଛାଇଲେ ନାହିଁ। ନିଜ ହାତରେ ଭାଙ୍ଗି ଚୁରମାର କରିଦେଲା ନିଜ ସୁନା ସଂସାର । ଏଭଳି ଏକ ଅଭାବନୀୟ ହୃଦୟବିଦାରକ ଘଟଣା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଆସିଛି । ଦେଖନ୍ତୁ ଆମ ଭିଡିଓରେ ମା ନୁହେଁ ରାକ୍ଷସୀ…