Pratidin TV

Odisha's Digital News Platform

ଚାତକଭଳି ଚାହିଁ ବସିଥିଲେ ମହିଳା , ଗାଡି ଅଟକାଇ ନବୀନଙ୍କ ଆଗରେ ଦୁଃଖ ବଖାଣିଲେ

1 min read

ଆଜି ବିଜେଡି ସୁପ୍ରିମୋ ନବୀନ ପଦଯାତ୍ରା ଶେଷ କରି ଫେରିବା ସମୟରେ ମହିଳା ଜଣଙ୍କ ଦୈାଡିଆସି ତାଙ୍କ ଗାଡିକୁ ଅଟକାଇଥିଲେ । କାହିଁ କେତେ ଦିନରୁ ଅପେକ୍ଷାରେ ଥିଲେ କେବେ ନବୀନ ବାବୁ ଙ୍କୁ ଦେଖା କରିବାର ମୌକା ମିଳିବ ଆଉ କେବେ ସେ ନିଜ ଦୁଃଖ ବଖାଣିବେ । ଆଉ ଅନେକ ଅପେକ୍ଷା ପ୍ରତୀକ୍ଷା ପରେ ସେଦିନ ଆସି ପହଞ୍ଚିଥିଲା କିନ୍ତୁ ଅଧାରେ ରହିଗଲା ତାଙ୍କ ସ୍ୱପ୍ନ ଜାଣନ୍ତୁ କାହିଁକି ?

Advertisement

Leave a Reply

Your email address will not be published. Required fields are marked *