Pratidin TV

Odisha's Digital News Platform

ଏହି ୫ ବୃକ୍ଷରେ ବାନ୍ଧନ୍ତୁ ନାଲି ସୂତା ; ଚମକି ଉଠିବ ଭାଗ୍ୟ , ଟଳିଯିବ ସବୁ ବିପଦ ..

1 min read

ଭୁବନେଶ୍ୱର ; ହିନ୍ଧୁ ଧର୍ମଶାସ୍ତ୍ର ଅନୁସାରେ ଯୁଗ ଯୁଗରୁ ବୃକ୍ଷଙ୍କୁ ଦେବତା ରୂପରେ ପୂଜା କରାଯାଇଛି । କିଛି ବିଶେଷ ଗଛ ରହିଛି ଯେଉଁମାନଙ୍କୁ ଦେବତା ଭାବେ ଗଣନା କରାଯାଏ । ସେମାନଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଅନେକ ସମୟରେ ବିପଦରୁ ମୁକ୍ତି ମିଳିବା ସହ ଆପଣଙ୍କ ବିପଦ ମଧ୍ୟ ଟଳିଯାଇଥାଏ । ତେବେ କିଛି ବୃକ୍ଷ ଏମିତି ଅଛନ୍ତି ଯାହା ଦେହରେ ନାଲି ସୁତା ବାନ୍ଧିବା ଦ୍ୱାରା ମଣିଷର ଭାଗ୍ୟରେ ଅବିଶ୍ୱସନୀୟ ପରିବର୍ତ୍ତନ ଆସିଥାଏ ।

୧-ତୁଳସୀ ଗଛ ରେ ସୂତା ବାନ୍ଧି ପୂଜା କରିବା ଦ୍ୱାରା ଆପଣଙ୍କ ଘର ଉପରେ କୌଣସି ପ୍ରକାରର ବିପଦ ଆସିନଥାଏ ।

୨-ସେହିଭଳି ବର ଗଛରେ ଧଳା କିମ୍ବା ନାଲି ସୂତା ବାନ୍ଧିବା ଦ୍ୱାରା ଆପଣଙ୍କ ଆୟୁଷ ବଢିଥାଏ । ସ୍ତ୍ରୀ ମାନଙ୍କ ସଙ୍ଖା ସିନ୍ଦୂରର ବଜ୍ର ହୋଇଥାଏ ।

୩-ଓସ୍ତ ଗଛ ରେ ଧଳା/ନାଲି ସୂତା ବାନ୍ଧିି ପୂଜା କରିବା ଦ୍ୱାରା ଘରେ ସୁଖ,ସମୃଦ୍ଧି ବଢିବା ସହ ଶାନ୍ତି ଆସିଥାଏ ।

୪-କଦଳୀ ଗଛ ରେ ସୂତା ବାନ୍ଧି ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । କାହିଁକି ନା କଦଲୀ ଗଛରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି ।

୫- ସେହିଭଳି ଅଁଳା ଗଛକୁ ଧଳା ବା ନାଲି ସୂତା ବାନ୍ଧିବା ଦ୍ୱାରା କୁ ଦୃଷ୍ଟିର ପ୍ରଭାବ ନଷ୍ଟ ହୋଇଥାଏ । ଆଉ ଆପଣଙ୍କ ରାଶୀରେ ରାହୁ,କେତୁ ଓ ଦୃଷ୍ଣଭାବ ର ପ୍ରଭାବ କମିଥାଏ ।

Leave a Reply

Your email address will not be published. Required fields are marked *