Pratidin TV

Odisha's Digital News Platform

ୱାଇବି ଖୁରାନିଆ ହେବେ ନୂଆ ପୋଲିସ ଡିଜି..

1 min read

ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ଆଇପିଏସ ୱାଇବି ଖୁରାନିଆ । କାରଣ କେନ୍ଦ୍ର ଡେପୁଟେସନରୁ ଫେରୁଛନ୍ତି ଆଇପି ପିଏସ ଖୁରାନିଆ । ଖୁରାନିଆଙ୍କୁ କ୍ୟାଡର ରାଜ୍ୟକୁ ଫେରିବାକୁ କେନ୍ଦ୍ର ସରକାରଙ୍କ ଅନୁମତି ମଧ୍ୟ ମିଳିସାରିଛି । ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ହେଉଛନ୍ତି ୱାଇ.ବି ଖୁରାନିଆ ।

ସେ ପୂର୍ବରୁ ବିଏସଏଫର ସ୍ପେଶାଲ ଡିଜି ଥିଲେ । ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ କମିସନର ମଧ୍ୟ ରହିଥିଲେ । କେନ୍ଦ୍ରୀୟ ଡେପୁଟେସନରୁ ସେ ଶୁକ୍ରବାର ଓଡ଼ିଶା ଫେରିଛନ୍ତି । ବର୍ତମାନ ବିଏସଏଫ ସ୍ପେଶାଲ ଡିଜି (ଅପରେସନ) ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *