Pratidin TV

Odisha's Digital News Platform

(ଭିଡିଓ) ଜାଣନ୍ତୁ ଆକାଶରେ ଦେଖାଯାଇଥିବ ଏପରି ମହାଜାଗତିକ ଦୃଶ୍ୟ ପଛର ପ୍ରକୃତ କାରଣ ..

ଭୁବନେଶ୍ୱର : ଗତକାଲି ଆକାଶରେ ଖାଲି ଆଖିରେ ଲୋକମାନେ ଦେଖିବାକୁ ପାଇଛନ୍ତି ଅତ୍ୟନ୍ତ ମନଲୋଭା ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ତଳେ ଦୃଶ୍ୟମାନ ହୋଇଥିଲା ଶୁକ୍ରଗ୍ରହ ଯାହା ଏକ ତାରାର ଭ୍ରମ ସୃଷ୍ଟି କରିଥିଲା । ଶୁକ୍ରବାର ସନ୍ଧ୍ୟାରେ ଏଭଳି ମନଲୋଭା ଦୃଶ୍ୟ ଦେଖିବା ସହ ଲୋକମାନେ ତାକୁ ନିଜ ମୋବାଇଲରେ କଏଦ୍ କରିବା ସହ ତାକୁ ନିଜ ନିଜ ସୋସିଆଲ ମିଡିଆ ସାଇଡ୍‌ରେ ସେୟାର କରିଥିଲେ । ତେବେ ଚାଲନ୍ତୁ ଜାଣିବା ଗତକାଲି ସନ୍ଧ୍ୟାରେ କାହିଁକି ଦେଖାଦେଇଥିଲା ଏଭଳି ଦୃଶ୍ୟ ପଛରେ କଣ ରହିଛି କାରଣ….

Leave a Reply

Your email address will not be published. Required fields are marked *