Pratidin TV

Odisha's Digital News Platform

ମଦନିଶାରେ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢି ହଙ୍ଗାମା କଲେ ଯୁବକ !

1 min read

ରାଜଧାନୀରେ ପୁଣି ଚାଞ୍ଚଲ୍ୟକର ଦୃଶ୍ୟ । ନିଶାସକ୍ତ ଅବସ୍ଥାରେ 33kv ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିଗଲେ ଯୁବକ । ଗୁରୁବାର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ 33kv ବିଦ୍ୟୁତ ଖୁଣ୍ଟରେ ଚଢ଼ି ଜଣେ ଯୁବକ ଉନ୍ମତ କାଣ୍ଡ ରଚାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରୁଛି। କାହିଁକି ଚଢିଲେ ଯୁବକ ତାର କାରଣ ଅସ୍ପଷ୍ଟ।

Advertisement

Leave a Reply

Your email address will not be published. Required fields are marked *