Pratidin TV

Odisha's Digital News Platform

ହାଇକୋର୍ଟ ର ଦ୍ୱାରସ୍ଥ ହେଲେ ଯୁବରାଜ..

1 min read

ହାଇକୋର୍ଟ ର ଦ୍ୱାରସ୍ଥ ହେଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ  |  ଯେଉଁ ଖବର ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି |

ଏମିତି କଣ ହେଲା କ୍ରିକେଟର ଙ୍କୁ ହାଇକୋର୍ଟ ଯିବାକୁ ପଡିଲା  | ଯାହାର କାରଣ ଏବେ ସମସ୍ତଙ୍କୁ ଚକିତ କରିଛି  |  ବିଲଡରଙ୍କ ବିରୋଧରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବାକୁ ପଡିଛି। ଯୁବରାଜ ସିଂଙ୍କ ଆବେଦନ ଉପରେ ଏକ ରିଏଲ ଇଷ୍ଟେଟ କମ୍ପାନୀକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଏହି ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥି ନିଯୁକ୍ତ କରିବାକୁ ଦାବି କରିଛି।

Advertisement

Leave a Reply

Your email address will not be published. Required fields are marked *